Jump to content

ମୁରଲୀ

ଉଇକିଅଭିଧାନ‌ରୁ

ମୁରଲୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୁର+ଲା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ ଈ; ଏହା ଅଙ୍ଗୁଳି ବେଷ୍ଟନ ପ୍ରାପ୍ତ ହୁଏ)

[ସମ୍ପାଦନା]
୧. ବଂଶୀ A flute; a pipe.

[ଦ୍ରଷ୍ଟବ୍ୟ —ଅନ୍ୟ ସଂସ୍କୃତ - ନାମ—ବଂଶିକା, ବଂଶୀ, ବଂଶନାଳିକା, ସାନେୟିକା, ସାନେୟୀ, ସାନିକା, ମୁରଲାସିକା ବିଶ୍ୱକୋଷ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମୁରଲୀ ଧରର ଡାକ ନାମ — Name for calling Muralīdhara.