ମୁରଲୀଧର
ଦେଖଣା
ମୁରଲୀଧର
ଉଚ୍ଚାରଣ
[ସମ୍ପାଦନା](ମୁରଲୀଧାରୀ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୁରଲୀ+ ଧୃ ଧାତୁ+କର୍ତ୍ତୃ. ଅ; ଉପପଦ ତତ୍)
[ସମ୍ପାଦନା]ବଂଶୀଧର; ଶ୍ରୀକୃଷ୍ଣ —Srīkṛushṇa.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ହାତରେ ମୁରଲୀ ଧରିଥିବା (ବ୍ୟକ୍ତି) —Holding a flute.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ପୁରୁଷଙ୍କୁ ପ୍ରଦତ୍ତ ନାମ— ବିଶେଷ —A name given to males.