ମୁରା
ଦେଖଣା
ମୁରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମୁରାମାଂସୀ (ଦେଖ) - —୧. Murāmāṁsī (See).
- ୨. ମଗଧରାଜ ମହାନନ୍ଦଙ୍କ ଦାସୀ ଓ ଚନ୍ଦ୍ରଗୁପ୍ତଙ୍କ ମାତା —୨. Name of a maid servant of king Mahānanda and mother of the king Chandragupta.
[ଦ୍ରଷ୍ଟବ୍ୟ —ଏହି ମୁରାଙ୍କ ନାମାନୁସାରେ ଚନ୍ଦ୍ରଗୁପ୍ତଙ୍କ ପ୍ରତିଷ୍ଠିତ ରାଜବଂଶ ମୌର୍ଯ୍ୟ ବଂଶ ନାମରେ ଖ୍ୟାତ]
ଗ୍ରାମ୍ୟ - (ଇତର) ବିଶେଷ୍ୟ -
[ସମ୍ପାଦନା](ଳ ସ୍ଥାନରେ ଉଚ୍ଚାରଣ) ମୂଳା —Radish.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ବାଉଁଶ ଓ କେତ ଆଦିରେ ନିର୍ମିତ ଚାଙ୍ଗୁଡ଼ି —A wicker-work tray.
(ବସ୍ତର) ମୂଳା —Radish.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମୁର ଅସୁରର ଅନାଦରାର୍ଥକ ନାମ —Name for calling Murāsura in contempt.