Jump to content

ମୁରାଟ

ଉଇକିଅଭିଧାନ‌ରୁ

ମୁରାଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୂର୍ତ୍ତି)

[ସମ୍ପାଦନା]
୧. ଭ୍ରୂଭଙ୍ଗୀ ପୂର୍ବକ ଚାହାଣି; ଆଖି ତରାଟିବା —୧. A look accompanied by the contraction of the eyelbows; knitting of the eyebrows.
୨. ଭ୍ରୁକୁଟି —୨. Frown. angry look.

[ଉ—ମହାନ୍ତ ଦଣ୍ଡାପାଟରେ ମୁରାଟ ବହୁତ ପ୍ରାଚୀ. ଶ୍ରୀଗୁରୁଭକ୍ତି ଗୀତା]

୩. କ୍ରୋଧ— ପୂର୍ଣ୍ଣ ଏକଦୃଷ୍ଟି —୩. An angry steady look.
୪. ତେଜୋପୂର୍ଣ୍ଣ ଚେହେରା —୪. A bright appearance.
୫. ଶ୍ରୀ; ସୌନ୍ଦର୍ଯ୍ୟ —୫. Grace; beauty.
୬. ବୀରର ଚାହାଣି ପରି ଚାହାଣି —୬. Casting the look of a hero.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଭ୍ରୂକୁଟିଯୁକ୍ତ — ୧. Frowning.
୨. ଭ୍ରୂଭଙ୍ଗୀ କୁଟିଳ (ବ୍ୟକ୍ତି ବା ମୁଖ) —୨. Kintted; with the brows contracted.
୩. ସୁନ୍ଦର; ଶୋଭାମାନ; ୩. Imposing; graceful.
୪. ଉଜ୍ଜ୍ୱଳ — ୪. Bright.
୫. ପ୍ରଧାନ; ଉଚ୍ଚତମ —୫. Greatest; highest.

(ଉ—ତା ମଧ୍ୟେ ମେରୁ ଯେ, ମୁରାଟ, ତାର ଶୃଙ୍ଗରେ ସ୍ୱର୍ଗ ବାଟ ଯଶୋବନ୍ତ ପ୍ରେମଭକ୍ତି ବ୍ରହ୍ମଗୀତା)