Jump to content

ମୁରାଟ ଦେଖାଇବା

ଉଇକିଅଭିଧାନ‌ରୁ

ମୁରାଟ ଦେଖାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମୁରାଟ ବାହାର କରିବା, ମୁରାଟ କାଢ଼ିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମୁଖଭଙ୍ଗୀଦ୍ୱାରା ଦମ୍ଭ ଦେଖାଇବା —୧. To display a courageous look.
୨. ଭ୍ରୂକୁଟି କରିବା — ୨. To growl; to scowl.