ମୁରାଟ ଦେଖେଇବା
ଦେଖଣା
ମୁରାଟ ଦେଖେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁରାଟ ଦେଖେଇବା
|
(ମୁରାଟ ବାହାର କରିବା, ମୁରାଟ କାଢ଼ିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମୁଖଭଙ୍ଗୀଦ୍ୱାରା ଦମ୍ଭ ଦେଖାଇବା —୧. To display a courageous look.
- ୨. ଭ୍ରୂକୁଟି କରିବା — ୨. To growl; to scowl.