Jump to content

ମୁରାତପ୍

ଉଇକିଅଭିଧାନ‌ରୁ

ମୁରାତପ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ମୁରାତବ୍)

[ସମ୍ପାଦନା]
୧. ସମ୍ମାନ —୧. Respect.
୨. ମର୍ଯ୍ୟାଦା —୨. Prestige.
୩. ମନୁଷ୍ୟତା —୩. Humanity.
୪. ଯୋଗ୍ୟତା — ୪. Fitness.

ବିଶେଷଣ -

[ସମ୍ପାଦନା]

ଯୋଗ୍ୟ; ଉପଯୁକ୍ତ —Fit; suitable.

(ଉ—ଯେ ଯାହା ମୁରାତବ ସମ୍ଭାର, ଦୋଲତ ଘେନି ହେଲେ ହାଜର, ମଜୁରା କରି, ହୁକୁମ ପାଇ, ଯାନ୍ତି ସତ୍ୱର ବ୍ରଜନାଥ ସମତର ତରଙ୍ଗ)