ମୁରାଦାବାଦ
ଦେଖଣା
ମୁରାଦାବାଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ନାମ
[ସମ୍ପାଦନା]ଯୁକ୍ତ ପ୍ରଦେଶର ରୋହିଲାଖଣ୍ଡ ବିଭାଗର ଗୋଟିଏ ଜିଲ୍ଲା ଓ ନଗର —Muradabad; name of a district and town in the United Provinces.
[ଦ୍ରଷ୍ଟବ୍ୟ —ଖ୍ରୀ. ୧୬୨୪:ରେ ସମ୍ରାଟ ସାହାଜାହାନଙ୍କକ ନିଯୋଜିତ ଶାସନକର୍ତ୍ତା ରସ୍ତମ୍ ଖାଁଙ୍କଦ୍ୱାରା ସମ୍ରାଟ୍—ପୁତ୍ର ମୁରାଦ ବକ୍ସଙ୍କ ନାମରେ ଏହି ନଗର ପ୍ରତିଷ୍ଠିତ ହୋଇଥିଲା (ବିଶ୍ୱକୋଷ)]