ମୁରାଦ୍
ଦେଖଣା
ମୁରାଦ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆ)
[ସମ୍ପାଦନା]- ୧. ଅଭିଳାଷ; ଅଭିପ୍ରାୟ —୧. Wish; intention.
- ୨. (ନାମ) ମୋଗଲ ସମ୍ରାଟ ସାହା— ଜାହାନଙ୍କ ଚତୁର୍ଥ ଓ କନିଷ୍ଠ ପୁତ୍ର —୨. Name of the youngest son of the Moghal Emperor Sāhajāhān.
[ଦ୍ରଷ୍ଟବ୍ୟ —ମୁରାଦଙ୍କୁ ତାଙ୍କ ପିତା ଗୁଜରାଟ ଆଦିର ଶାସନକର୍ତ୍ତା କରିଥିଲେ ତାଙ୍କ ବଡ଼ ଭାଇ ଆଓରଙ୍ଗଜୀବ୍ କୌଶଳକ୍ରମେ ତାଙ୍କୁ ସେଠାରୁ ଡ଼କାଇ ଆଣି ଗୋଆଲିଅର ଦୁର୍ଗରେ ବନ୍ଦି କରି ଖ୍ରୀ ୧୬୪୨:ରେ ଗୋପନ ହତ୍ୟା କରାଇଥିଲେ ଏହାଙ୍କର ପୁରା ନାମ ମୁରାଦ ବକ୍ସ]
- ୩. (ନାମ) ସମ୍ରାଟ ଆକବରଙ୍କ ଦ୍ୱିତୀୟ ପୁତ୍ର —୩. Name of the second son of Akbar the Great.
[ଦ୍ରଷ୍ଟବ୍ୟ —ଏ ପିତାଙ୍କ ଆଦେଶରେ ଦାକ୍ଷିଣାତ୍ୟ ବିଜିୟାର୍ଥ ଗମନ କରିଥିଲେ ଓ ସେହିଠାରେ ତାଙ୍କର ମୃତ୍ୟୁ ହେଲା ଏହାଙ୍କର ପୂରା ନାମ ମୁରାଦ୍ମୀର୍ଜା; ଜନ୍ମ ଖ୍ରୀ ୧୫୭: ମୃତ୍ୟୁ ୧୫୯୯: (ବିଶ୍ୱକୋଷ)]