Jump to content

ମୁରାଳ

ଉଇକିଅଭିଧାନ‌ରୁ

ମୁରାଳ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଏକ ପ୍ରକାର ଜଙ୍ଗଲ ପକ୍ଷୀ — A kind of wild bird.

[ଦ୍ରଷ୍ଟବ୍ୟ —ଏହି ଶ୍ରେଣୀର ପକ୍ଷୀମାନେ ରାତ୍ରିଚର ଗଡ଼ଜାତର ଜଙ୍ଗଲ ଅଞ୍ଚଳରେ ଏମାନେ ଦେଖାଯାଆନ୍ତି ଏମାନଙ୍କ ଶରୀରର ଆକାର ପ୍ରକାର ଦେଖିଲେ ସେମାନଙ୍କୁ ମୟୂର ଜାତୀୟ ପକ୍ଷୀ ବୋଲି ଭ୍ରମ ହୁଏ ରାତିରେ ମୟୂର ପରି ମଧ୍ୟ ଏମାନେ ବୋବାନ୍ତି; ଏମାନଙ୍କ ଶରୀରର ବର୍ଣ୍ଣ ନାଲିଆ ଏମାନେ ମୟୂର ଶ୍ରେଣୀର ହେଲେ ହେଁ ପକ୍ଷୀହୀନ ଅଟନ୍ତି କୁକୁଡ଼ା, ଠେକୁଆ ପ୍ରଭୃତିଙ୍କୁ ମାରି ଏମାନେ ଖାଆନ୍ତି]