Jump to content

ମୁରା ମାଂସୀ

ଉଇକିଅଭିଧାନ‌ରୁ

ମୁରା ମାଂସୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଔଷଧରେ ବ୍ୟବହୃତ ଏକ ପ୍ରକାର ଗନ୍ଧ ଦ୍ରବ୍ୟ — Name of a scented herb; Murraya Grofica.

[ଦ୍ରଷ୍ଟବ୍ୟ —ଏହା ଗୁର୍ଜ୍ଜର ଦେଶର ଗନ୍ଧ ଦ୍ରବ୍ୟ ଏହାର ବର୍ଣ୍ଣ ଈଷତ୍ ପୀତ; ବୈଦ୍ୟକ ମତରେ


ଅନୁବାଦ

[ସମ୍ପାଦନା]

ଏହା ତିକ୍ତ ଶୀତଳ, ସ୍ୱାଦୁ, ଲଘୁ ପିତ୍ତ ଓ ବାୟନାଶକ ଏହା ଜ୍ୱର, ଅସ୍ୱକ୍ ଓ ଭୂତାଦି ଦୋଷ, କୁଷ୍ଠ ଓ କାସ ନାଶକ ବିଶକୋଷ]