ମୁରୁକୁଟିଆ
ଦେଖଣା
ମୁରୁକୁଟିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁକୁଟିଆ (ୟା), ମୁକୁଟ୍ୟା, ମୁରୁକୁଟ୍ୟା—ଅନ୍ୟରୂପ
ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ମୃ. ଧାତୁରୁ କିମ୍ୱା ମର୍କଟ
[ସମ୍ପାଦନା]- ୧. ଅତି କ୍ଷୀଣକାୟ —୧. Emaciated.
- ୨. ଶୀର୍ଣ୍ଣ —୨. Withered; reduced.
[ଉ—ମଲା! ଏ କଚେରିରେ ସେ ଯୋଉ ଧଡ଼ିଆ ମୁରୁକୁଟିଆ ବୁଢ଼ାଟା ଅଛି, ତା ଜାଲିମ୍ ଫେରେ କି ଦେଖିବ? —ଭିକାରୀ କଟକ ବିଜୟ]
- ୩. ଶୁଖି ଯାଇଥିବା — ୩. Dried up.
- ୪. ମୁର୍ଦ୍ଦାରିଆ —୪. Withered like a mummy.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷଣ - (ସଂସ୍କୃତ - ମୃତ)
[ସମ୍ପାଦନା]ଚମଡ଼ା ବା ପର ଇତ୍ୟାଦି ଜଳିଲେ ତହିଁରୁ ଯେଉଁ ଗନ୍ଧ ଉଠେ, ସେହିପରି ଗନ୍ଧଯୁକ୍ତ; ମୁଦ୍ଦାର ପୋଡ଼ା (ଗନ୍ଧ) —The foul smell emitted by the burning of sin or feather.