Jump to content

ମୁରୁଖାଣ୍ଡି

ଉଇକିଅଭିଧାନ‌ରୁ

ମୁରୁଖାଣ୍ଡି

ଉଚ୍ଚାରଣ

[ସମ୍ପାଦନା]

[ମୁରୁଖାଣ୍ଡିଆ(ୟା), ମୂର୍ଖାଣ୍ଡି; ମୂର୍ଖାଣ୍ଡିଆ—ଅନ୍ୟରୂପ]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ମୂର୍ଖ)

[ସମ୍ପାଦନା]

ମୂର୍ଖର ଉପଯୁକ୍ତ —Befitting a dunce.

(ଯଥା—ତାର ଭାରି ମୂରୁଖାଣ୍ଡିଆ କଥା)

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]

ମୂର୍ଖତା —Stupidity; dunceness.