ମୁରୁଗି
ଦେଖଣା
ମୁରୁଗି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ମୁର୍ଗି—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୂରଗ୍=ପକ୍ଷୀ)
[ସମ୍ପାଦନା]- ୧. କୁକୁଡ଼ା — ୧. Cock; fowl.
[ଦ୍ରଷ୍ଟବ୍ୟ —ବଙ୍ଗଳାରେ ଅଣ୍ଡିରା କୁକୁଡ଼ାକୁ ମୋଗର ଓ ମାଈ କୁକୁଡ଼ାକୁ ମୁରଗୀ କହନ୍ତି କିନ୍ତୁ ଓଡ଼ିଆରେପୁଲିଙ୍ଗ - ଓ ସ୍ତ୍ରୀ ଉଭୟକୁ ମୁରଗୀ କହନ୍ତି]
- ୨. (ସଂସ୍କୃତ - ମୃଗୀ) ମୃଗୀ ରୋଗ —୨. Apoplexy.