ମୁରୁଚା
ଦେଖଣା
ମୁରୁଚା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମୁର୍ଗା—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. (ଫା, ମୋରଚା; ଢୁଳ ସଂସ୍କୃତ - ମଣ୍ଡୁର)— ଲୁହା ଆଦି ଧାତୁରେ ଲାଗିବା କଳଙ୍କି; ମରିଚା — ୧. Rust.
- ୨. (ଫାରାସୀ - ମୁର୍ଚା)—ଗଡ଼ ଚାରିପାଖ ପାଚିରୀ —୨. Wall round a fot.
[ଉ—ରାଜନମଣି ପୂର୍ବରୁ ଜାଣି, ଅଗାଧ ପାଣି ଜଳୀ ନିର୍ମାଣି, ପାଷାଣ କାନ୍ଥି ସଜାଡ଼ି ପୁଣି ମୁରୁଚା କରି ଯେ—ବଜ୍ରନାଥ ସମତରଙ୍ଗମ]
- ୩. ଗଡ଼ଖାଇ —୩. Moat round a fort.
- ୪. ଦୁର୍ଗର ପାଚିରୀରେ ନିର୍ମିତ ଗୃହ, ଯହିଁରେ ବାରୁଦଗୋଳା ଆଦି ରଖାଯାଏ —୪. A bastional.