Jump to content

ମୁରୁଚୁଡ଼ା

ଉଇକିଅଭିଧାନ‌ରୁ

ମୁରୁଚୁଡ଼ା

ଉଚ୍ଚାରଣ

[ସମ୍ପାଦନା]
୧. ପ୍ରାଦେଶିକ - (ଗଡ଼ଜାତ ବି—(ଅନାଦରବୋଧକ) କିଛି ନାହିଁ —୧. Nothing.

[ଯଥା—ସବୁ ତ ସରିଲାଣି, ତୁ ଆସିଛୁ ମୁରୁଚୁଣ୍ଡାଟା ପାଇବୁ]

୨. ପ୍ରାଦେଶିକ - (ଚିଲିକା ଅଞ୍ଚଳ) ବି—ଚିଲିକାର ଚିଙ୍ଗୁଡ଼ି ମାଛର ଖୋଳ ଛଡ଼ା ହୋଇଥିବା ଶସ —୨. The dried flesh of big shrimps after the scales are beaten out by means of cudgels.

[ଦ୍ରଷ୍ଟବ୍ୟ —ଚିଲିକାରୁ ଚିଙ୍ଗୁଡ଼ିମାଛ ମାରି ତାକୁ ପାଣିରେ ସିଝାଇ ଖରାରେ ଶୁଖାଇ ଗଦା କରି ବିରି କୋଳଥ ବାଡ଼ିଆ ଭଳି ବାଡ଼ିରେ ପିଟି ତା ଦେହରୁ ଖୋଳପା ପୃଥକ୍ କରି ଶସ ସଂଗ୍ରହ କରାଯାଏ ଏହି ଶସ ବ୍ରହ୍ମଦେଶବାସୀଙ୍କର ପ୍ରିୟ ଖାଦ୍ୟ]