ମୁରୁଛିବା
ଦେଖଣା
ମୁରୁଛିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁରୁଛିବା
|
ମୁର୍ଚ୍ଛିବା, ମୃଚ୍ଛିବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ତ୍ୟାଗ କରିବା; ଛାଡ଼ିବା —୧. To give up.
[ଉ—ଗୁରୁ ସେବା କରି ବେଦ ଯେ ଜାଣିଅଛି, ତାକୁ ଶିଷ୍ଟାଚାର ନ ପାରଇ ମରୁଛି କୃଷ୍ଣସିଂହ ମହାଭାରତ ବନ]
- ୨. ପାଶରୁ ଅନ୍ତର ହୋଇ ଯିବା; ଅନ୍ତର ହେବା —୨. To stay away's from; to part with.
- ୩. ପାଶୋରିବା —୩. To forget.
[ଉ—ସଭାକୁ ଯିବାବେଳେ ଯାହା ପିନ୍ଧିଥିଲେ, ସେହି ଲୁଗାରେଟି ସେ ବନବାସ ଗଲେ କୁନ୍ତୀ ତାହା ଦେଖିଣ ମରୁଛି ନ ପାରି କୃଷ୍ଣସିଂହ ମହାଭାରତ ସଭା]
- ୪. କୌଣସି ବିଷୟର ଲୋଭ ତ୍ୟାଗ କରିବା —୪. To give up hankering after or liking for a thing.