Jump to content

ମୁରୁଜ

ଉଇକିଅଭିଧାନ‌ରୁ

ମୁରୁଜ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମୃଜ୍ ଧାତୁ=ପରିଷ୍କାର କରିବା, ଅଳଂକକୃତ କରିବା; ଢୁଳ ତା. ମୁରୁଜ=ଭାଙ୍ଗିବା; ଗୁଣ୍ଡା କରିବା)

[ସମ୍ପାଦନା]
୧. ଚାଉଳ ଓ ଝଡ଼ି ଆଦିର ଚୂନା, ଯାହାଦ୍ୱାରା ପୂଜା ସ୍ଥାନାଦିରେ ଚିତ୍ରରଚନା ବା ଠାଆ କରା— ଯାଏ —Powdered rice or chalk etc. used in drawing figures on the ground before a dish of meal or offering is placed there.

[ଉ—ହୋଇଛି ଯା ସେ ଘରେ ମୁରୁଜ ମଣ୍ଡଳ କୃଷ୍ଣସିଂହ. ମହାଭାରତ. ଆଦି]

[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ଦେବତାଙ୍କ ଓ ଗ୍ରହଙ୍କ ପୂଜାରେ ଭିନ୍ନ ଭିନ୍ନ ବର୍ଣ୍ଣର ମୁରୁଜଦ୍ୱାରା ଠାଆ କରିବାର ବିଧି ଅଛି ପାଞ୍ଚ ବର୍ଣ୍ଣର ମୂରୁଜ ପୂଜାଆଦିରେ ବ୍ୟବହୃତ ହୁଏ ଯଥା—ଧଳା, କଳା, ନାଲି, ହଳଦିଆ ଓ ସାବଜା ସ୍ତ୍ରୀଲୋକମାନେ ଅଙ୍ଗୁଷ୍ଠ ଓ ତର୍ଜନୀ ମଧ୍ୟରେ ମୂରୁଜା ଚୂନା ଧରି ହାତକୁ ଭୂମି ଉପରେ ଚଳାଇ ଅତି ପରିପାଟୀରୂପେ ନାନା ଚିତ୍ର କାଟି ପାରନ୍ତି]