Jump to content

ମୁରୁଡ଼ି

ଉଇକିଅଭିଧାନ‌ରୁ

ମୁରୁଡ଼ି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ତୁଳ. ଓ ମୁରୁଛିବା;)

[ସମ୍ପାଦନା]
୧. ହୁଡ଼; ପଣ — ୧. Wager.
୨. ତ୍ୟାଗ —୨. Giving up.
୩. ବସ୍ତ୍ରତ୍ୟାଗ —୩. Putting off of one's cloth.

ବିଶେଷଣ -

[ସମ୍ପାଦନା]

ଉଲାଗି କରାଯିବା (ବସ୍ତ୍ର) —Put off; discarded (cloth).

(ଉ—କେଳିକାଳରେ କରି ବାସ ମୂରୁଡ଼ି—ଭଞ୍ଜ, ସୁବର୍ଣ୍ଣରେଖା)