ମୁରୁତିକା
ଦେଖଣା
ମୁରୁତିକା
ଉଚ୍ଚାରଣ
[ସମ୍ପାଦନା]ମୁରୁତିକିଆ (ୟା), ମୃର୍ତ୍ତିକା, ମୂର୍ତ୍ତିକିଆ (ୟା)ଅନ୍ୟରୂପ
ବିପରୀତ—ଛୁତିକିଆ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୃତକାଶୌଚ)
[ସମ୍ପାଦନା]- ୧. ମରଣାଶୌଚ; ମୃତ କୁଟୁମ୍ୱମାନଙ୍କୁ ଲାଗିବା ଅଶୌଚ — ୧. Impurity or pollution affecting the kinsmen by the recent death of a person.
ମୁରୁତିକା
ଉଚ୍ଚାରଣ
[ସମ୍ପାଦନା](ମୃତ୍ରିକା—ଅନ୍ୟରୂପ)
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ମୃତ୍ତିକା)
[ସମ୍ପାଦନା]- ୧. ମାଟି —୧. Earth.
- ୨. ମୃତାଶୌଚ —୨. Mourning period in a Hindu household.