ମୁରୁତିକିଆ
(ମୃତ୍ରିକିଆ [ୟା]—ଅନ୍ୟରୂପ)
(ଯଥା—ମୁରୁତିକିଆ ଲୁଗା)
ଏକ ମୂର୍ତ୍ତି ବା ଏକଖଣ୍ଡ ବିଶିଷ୍ଟ (ଲୁଗା) — Consisting of one piece only.
ମରଣାଶୌଚ —Impurity due to the recent death of a kinsman.