Jump to content

ମୁରୁଦାରିୟା

ଉଇକିଅଭିଧାନ‌ରୁ

ମୁରୁଦାରିୟା

ଉଚ୍ଚାରଣ

[ସମ୍ପାଦନା]

(ମୁର୍ଦ୍ଦାରିଆ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ -

[ସମ୍ପାଦନା]
୧. ମଡ଼ା ପରି ଶୁଷ୍କ ବା କ୍ଷୀଣ — ୧. Withered like a dead body.
୨. ମଡ଼ା ପରି ଗନ୍ଧାଉଥିବା —୨. Smelling like a dead body.
୩. ଅତି କ୍ଷୀଣ —୩. Emaciated.