ମୁରୁଦାର କଢ଼ା
ଦେଖଣା
ମୁରୁଦାର କଢ଼ା
ଉଚ୍ଚାରଣ
[ସମ୍ପାଦନା](ମୁର୍ଦ୍ଦାର ଢ଼ା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମୁରୁଦାର କଢ଼ା
|
ଦେଶଜ - ବିଶେଷଣ -
[ସମ୍ପାଦନା]ମଡ଼ାକୁ ଯେଉଁମାନେ ଘରୁ କାଢ଼ି ଶ୍ମଶାନକୁ ନିଅନ୍ତି —Carrying the dead body of a person to the cremation ground.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମଡ଼ା କାଢ଼ିବା —The act of bringing out the dead body of a person from the house to the cremation ground.
- ୨. ଯେ ମୁର୍ଦ୍ଦାର ବୋହିନିଏ —Undertaker.