ମୁରୁଦାର ଖାନା
ଦେଖଣା
ମୁରୁଦାର ଖାନା
ଉଚ୍ଚାରଣ
[ସମ୍ପାଦନା](ମୁର୍ଦ୍ଦାରଖାନା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମୁରୁଦାର ଖାନା
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୁର୍ଦ୍ଦା ଖାନା)
[ସମ୍ପାଦନା]- ୧. ମଡ଼ା— ମଶାଣୀ; ଶ୍ମଶାନ —୧. Cremation ground.
- ୨. କବର ଖାନା — ୨. Burial ground.
- ୩. ଯେଉଁ ଘରେ ଡ଼ାକ୍ତରମାନେ ଶବ ବ୍ୟବଚ୍ଛେଦ କରନ୍ତି —୩. Morgue.