ମୁରୁଧନାଭିଷେକ
ଦେଖଣା
ମୁରୁଧନାଭିଷେକ
ଉଚ୍ଚାରଣ
[ସମ୍ପାଦନା](ମୁର୍ଦ୍ଧନାଭିଷେ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମୁରୁଧନାଭିଷେକ
|
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ମୂର୍ଦ୍ଧାଭିଷେକ)
[ସମ୍ପାଦନା]ରଜାଙ୍କର ସିଂହାସନରେ ଅଭିଷେକରୂପ କର୍ମ (ଏଥିରେ ରାଜାଙ୍କ ମୁଣ୍ଡରେ ମନ୍ତ୍ରପୂତ ତୀର୍ଥଜଳ ଢ଼ଳାଯାଏ) —Installstion of a king on his throne (accompanied with the ceremony of sprinkiling water on the head)