Jump to content

ମୁରୁଧନି

ଉଇକିଅଭିଧାନ‌ରୁ

ମୁରୁଧନି

ଉଚ୍ଚାରଣ

[ସମ୍ପାଦନା]

(ମୁର୍ଦ୍ଧନା, ମୁର୍ଦ୍ଧନି—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ମୁର୍ଦ୍ଧନ୍)

[ସମ୍ପାଦନା]
୧. ମସ୍ତକ; ମୁଣ୍ଡ — ୧. The head.

[ଉ—ଦଶଦିଗୁକୁ ଦଶ ମୂର୍ଦ୍ଧନି କରିବି ତାର ବଳି, ଭୂମିରେ ପଡ଼ିଥିବ ତା ପିଣ୍ଡ ହୋଇ ରୁଧିର ଧୂଳି ବିଶ୍ୱନାଥ ବିଚିତ୍ରରାମାୟଣ ତୋ ବଂଶେ ରାଜା ଯେ ହୋଇବ, ମୁର୍ଦ୍ଧନା ଫାଟି ସେ ମରିବ ଜଗନ୍ନାଥ ଭାଗବତ]

୨. ଶିରଃ ବା ଅଗ୍ରଭାଗ —୨. The top.
୩. ବହୁଲୋକଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ; ପ୍ରଧାନ ସ୍ଥାନ —୩. Chief or prominent position amongst many.
୪. ବହୁଲୋକଙ୍କ ମଧ୍ୟରେ ଶ୍ରେଷ୍ଠ ବ୍ୟକ୍ତି —୪. The chief or headman.



ମୁରୁଧନି

ଉଚ୍ଚାରଣ

[ସମ୍ପାଦନା]

[ମୁରଧନିଆ, ମୂର୍ଦ୍ଧନି, ମୁର୍ଦ୍ଧନିଆ—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୂର୍ଦ୍ଧନ୍)

[ସମ୍ପାଦନା]

ଜାତିର ପ୍ରଧାନ ବ୍ୟକ୍ତି; ଜାତିର ସର୍ଦ୍ଦାର —The headman of a caste.