ମୁରୁ(ବ୍ୱା)
ମୁରବ୍ୱା; ମୋରବ୍ୱା; ମିଷ୍ଟରସରେ ପାକ କରାଯାଇ ବହୁଦିନ ସକାଶେ ରଖାଯାଇ ଥିବା ଫଳ —Preserved fruit; a preserve; a confection.