Jump to content

ମୁରୁ ମୁରିଆ

ଉଇକିଅଭିଧାନ‌ରୁ

ମୁରୁ ମୁରିଆ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) (ସଂସ୍କୃତ - ମୁର୍ମୁର=ତୁଷାନଳ)ବିଶେଷଣ -

[ସମ୍ପାଦନା]

ଈଷତ୍ ବା ସାମାନ୍ୟ ଜଳୁଥିବା (ଅଗ୍ନି) —Low (fire).

(ଯଥା—'ମୁରୁମୁରିଆ ନିଆଁରେ ପୋଡ଼ି ରସ ବାହାର କରିବ'—ହରେକୃଷ୍ଣ ଦ୍ରବ୍ୟଗୁଣକଳ୍ପଦ୍ରୁମ)