ମୁର୍
ଦେଖଣା
ମୁର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]=== ବୈଦେଶିକ - ବି—(ଇଂ, ମୂର୍ , Moor)—
- ୧. ଆଫ୍ରିକାରୁ ଆସିଆ ଓ ସ୍ପେନ୍ ଆଦିକୁ ପ୍ରଥମେ ଆସିଥିବା ମୁସଲମାନ୍ ଧର୍ମାବଲମ୍ୱୀ କୃଷ୍ଣକାୟ ଜାତି ବିଶେଷ —୧. The Moors (a mixed dark-skinned race originally coming from Africa to Asia an Europe and who adopted the Mahomedan faith.
- ୨. (ନାମ) ଜଣେ ବୈଦେଶିକ ସଂସ୍କୃତଜ୍ଞ ମହାପଣ୍ଡିତଙ୍କର ନାମ —୨. The late Sanscrit scholar Mr. Muir; editor of original Sanskrit tracts in five volumes.
[ଦ୍ରଷ୍ଟବ୍ୟ —ଏ କେତେ ଖଣ୍ଡ ମୂଳ ସଂସ୍କୃତ ଗ୍ରନ୍ଥ ୫ ଖଣ୍ଡି ବିଭିନ୍ନ ଭାଗରେ ମୁଦ୍ରିତ ଓ ପ୍ରକାଶିତ କରିଥିଲେ])