ମୁର୍ଦ୍ଦ ଫରାଶ୍
ଦେଖଣା
ମୁର୍ଦ୍ଦ ଫରାଶ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁର୍ଦ୍ଦ ଫରାଶ୍
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୁର୍ଦ୍ଦା ଫରୋସ୍)
[ସମ୍ପାଦନା]ଶବବାହକ ସମ୍ଫ୍ରଦାୟକ ବିଶେଷ; ଯେଉଁ ମୃତ ବ୍ୟକ୍ତିର ଶବର ସଂସ୍କାର ପାଇଁ ନିକଟରେ ଆତ୍ମୀୟ ଆଦି କେହି ନ ଥାନ୍ତି ବ୍ୟକ୍ତିମାନଙ୍କ ଶବକୁ ଉଠାଇ ନେଇ ସଂସ୍କାର କରିବା ଯେଉଁ ବ୍ୟକ୍ତିମାନଙ୍କ ଜୀବିକା; ତିନିକମାଟିଆ —Professional carriers and disposers of dead bodies of persons who have got no relations near at hand to dispose of the corpses.