Jump to content

ମୁର୍ଦ୍ଧନି

ଉଇକିଅଭିଧାନ‌ରୁ

ମୁର୍ଦ୍ଧନି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୂର୍ଦ୍ଧା)

[ସମ୍ପାଦନା]
୧. ମୁରୁଧନି (ଦେଖ) - ୧. Murudhani (See)
୨. ଉତ୍କୃଷ୍ଟ ବ୍ୟକ୍ତି —୨. Excellent person.

(ଉ—ଅନଙ୍କ ନାମର ମୂର୍ଦ୍ଧନି, ଆମ୍ଭେ ଜାଣିଲୁ ଗୁଣି ଭୂପତି. ପ୍ରେମପଞ୍ଚା— ମୃତ)

୩. (ସଂସ୍କୃତ - ମୁର୍ଦ୍ଧନ୍)—ମସ୍ତକ; ଶିରଃ —୩. head.

ଦେଶଜ - ବିଶେଷଣ -

[ସମ୍ପାଦନା]

ଶ୍ରେଷ୍ଠ —Chief; principal.

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ - (ସଂସ୍କୃତ - ମୂର୍ଦ୍ଧନ୍)

[ସମ୍ପାଦନା]

ଚାଳ ଘରର ମଥାନ; ତୁଳି —The topmost ridge of a thatched house.