ମୁର୍ମୁର
ଦେଖଣା
ମୁର୍ମୁର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ମୁର୍ ଧାତୁ=ବେଷ୍ଟନ କରିବା+କର୍ତ୍ତ; କ୍ୱିପ୍— ମୁର୍+ଅତିଶୟାର୍ଥେ ମୁର୍+ଅ)
[ସମ୍ପାଦନା]- ୧. ତୁଷାନଳ — ୧. The fire of chaff.
ଉ—ତୋ ମୁର୍ମୁର କି ଦାହ ପ୍ରକାଶର—ମଧୁସୁଦନ, ବସନ୍ତାଗାଥା
- ୨. ସୂର୍ଯ୍ୟ— ଦେବତାଙ୍କର ରଥର ଅଶ୍ୱ ବିଶେଷ —୨. Name of one of the ୭ hourses of the sun's chariot.
- ୩. ମଦନ, କାମଦେବ —୩. Cupid.