ମୁର୍ସିଦାବାଦ
ଦେଖଣା
ମୁର୍ସିଦାବାଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁର୍ସିଦାବାଦ
|
ବୈଦେଶିକ - ବିଶେଷ୍ୟ - (ନାମ)
[ସମ୍ପାଦନା](ମୁର୍ସିଦ୍ କୁଲୀଖାଁ ନବାବଙ୍କ ପ୍ରତିଷ୍ଠିତ ଓ ନବାବଙ୍କ ନାମରେ ଆଖ୍ୟାତ ନଗର) ବଙ୍ଗର ଗୋଟିଏ ଜିଲ୍ଲା ଓ ନଗର — Name of a district and town in Bengal.
[ଦ୍ରଷ୍ଟବ୍ୟ —ଏହାର ପ୍ରାଚୀନ ନାମ ମୁକ୍ସୁକା (ସା)— ବାଦ୍ ଏ ଜିଲ୍ଲାର ଉତ୍ତର ସୀମାରେ ଗଙ୍ଗା ଓ ଦକ୍ଷିଣପୂର୍ବ ସୀମାରେ ପଦ୍ମା ଓ ମଧ୍ୟରେ ଭାଗୀରଥୀ ନଦୀ ପ୍ରବାହିତ ମୁର୍ସିବାଦର ତସର ଓ ଗରଦ ଲୁଗା ଭାରତପ୍ରସିଦ୍ଧ]