ମୁଲତବି
ଦେଖଣା
ମୁଲତବି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (କଚିରିଆ; ଆରବୀ - ମୁଲତବୀ)
[ସମ୍ପାଦନା]- ୧. କୌଣସି କାର୍ଯ୍ୟକୁ ପରେ କରିବା ପାଇଁ ପକାଇ ରଖିବା — ୧. Deferring; keeping in abeyance.,
- ୨. ମକଦମା ଆଦିର ପରେ ବିଚାର ହେବା ପାଇଁ ସ୍ଥଗିତ— ରଖାଯିବା; ମହଲତ —୨. Adjournment; postponement of a case.
ବିଶେଷଣ - (ଆ)
[ସମ୍ପାଦନା]- ୧. ପରେ କରାଯିବା ପାଇଁ ବର୍ତ୍ତମାନ ସ୍ଥଗିତ ରଖାଯିବା (କର୍ମ) — ୧. Deferred; kept in abeyance.
- ୨. ଅନ୍ୟ ତାରିଖକୁ ଶୁଣାଣିର ତାରିଖ ନିର୍ଦ୍ଧାରିତ ହୋଇଥିବା (ମକଦ୍ଦମା) —୨. Adjourned; postponed (hearing of a case).