ମୁଲାଏଜା
ଦେଖଣା
ମୁଲାଏଜା
ଉଚ୍ଚାରଣ
[ସମ୍ପାଦନା][ମୁଲାଜା(ଜ୍ୟା)—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -(ଫାରାସୀ - ମୁଲାହଜା)
[ସମ୍ପାଦନା]ଚକ୍ଷୁର୍ଲ୍ଲଜ୍ଜା; ମୋହବତ୍ —Personal regard for the feelings of a person.
[ଉ— "XXXX ଦେଖ ଶ୍ୟାମ! ଏଣିକି ହୁସିଆର ରହ, ମୁଁ ଥିଲି ବୋଲି ମୋ ମୁଲାଜାରେ ପାଞ୍ଚ ଜଣ ତୋତେ ଟେକି ନେଲେ ସିନା, ନୋହିଲେ ତୁ ଏକାବେଳେ କିରସ୍ତାନ ହୋଇ ଯାଇଥାନ୍ତୁ ଫକୀର— ମୋହନ ଛମାଣ ଆଠଗୁଣ୍ଠ"]