Jump to content

ମୁଲାକାତି

ଉଇକିଅଭିଧାନ‌ରୁ

ମୁଲାକାତି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ମୁଲାକାତ୍)

[ସମ୍ପାଦନା]

କୌଣସି ବ୍ୟକ୍ତି ସଙ୍ଗେ ସାକ୍ଷାତ୍କାର; ଭେଟ; ଦେଖା; ଦର୍ଶନ; ଦେଖା ସାକ୍ଷାତ୍ —Meeting or interview with a person; seeing a person; a visit to a person.

=== ବୈଦେଶିକ - ବିଶେଷଣ - (ଆରବୀ - ମୁଲାକାତୀ)

୧. ଦୃଷ୍ଟ; ଭେଟ ହୋଇଥିବା —୧. Seen; interviewed.
୨. ସାକ୍ଷାତ୍କାରସମ୍ୱନ୍ଧୀୟ —୨. Relating to a visit.
୩. ପରିଚିତ —୩. Known; acquainted.