Jump to content

ମୁଲାକାତି ଦଳ

ଉଇକିଅଭିଧାନ‌ରୁ

ମୁଲାକାତି ଦଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ମୁଲାକାତି +ଦଳ; ଆଧୁନିକ ପ୍ରୟୋଗ)

[ସମ୍ପାଦନା]

କୌଣସି ରାଜକର୍ମଚାରୀଙ୍କ ନିକଟରେ ଅଭିଯୋଗାଦି ପ୍ରଦର୍ଶନ କରି ପ୍ରତିକାର କରିବା ପାଇଁ ଯେଉଁ ବ୍ୟକ୍ତିମାନେ ଦଳବଦ୍ଧ ହୋଇ ଯାଆନ୍ତି; ଡେପୁଟେସନ —Deputation which waits on a high official.