Jump to content

ମୁଲାୟମି

ଉଇକିଅଭିଧାନ‌ରୁ

ମୁଲାୟମି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ମୂଲାୟମତ)

[ସମ୍ପାଦନା]
୧. କୋମଳତା — ୧. Softness; tenderness.
୨. ମଖମଲି ପଣ —୨. Velvetiness.
୩. ସୁକୁମାର ପଣ — ୩. Delicatness.