Jump to content

ମୁଲ୍‌ତବି ଖରଚା

ଉଇକିଅଭିଧାନ‌ରୁ
(ମୁଲ୍ତବି ଖରଚାରୁ ଲେଉଟି ଆସିଛି)

ମୁଲ୍‌ତବି ଖରଚା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଆରବୀ - ମୁଲତବୀ+ଖର୍ଚ୍ଚା)

[ସମ୍ପାଦନା]

କୌଣସି ମକଦ୍ଦମାର ନିର୍ଦ୍ଧାରିତ ତାରିଖରେ ଏ ପକ୍ଷ ପ୍ରମାଣ ସହିତ ଉପସ୍ଥିତ ହୋଇଥିଲେ ଓ ଅପର ପକ୍ଷ ପ୍ରସ୍ତୁତ ନ ଥିବା ଯୋଗୁଁ ସମୟ ପ୍ରାର୍ଥନା କଲେ ସମୟପ୍ରାର୍ଥନାକାରୀ ପକ୍ଷ ପ୍ରସ୍ତୁତ ହୋଇ— ଥିବା ପକ୍ଷକୁ ତାହାର ଖରଚ କରିଥିବା ଧନର କ୍ଷତିପୂରଣ ରୂପେ ଯେଉଁ ଧନ ଦେବାକୁ ହାକିମ ହୁକୁମ କରନ୍ତି — Adjournment costs ordered by a court to be paid by the party who is not ready to conduct the case on the fixe date and prays for a postponement to the party who has come to cour ready with his evidence.