ମୁଳୁମୂଳିଆ
ଦେଖଣା
ମୁଳୁମୂଳିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଳୁମୂଳିଆ
|
(ମୂଳମୂଳେଈ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଂ
[ସମ୍ପାଦନା]- ୧. ଅଳସୁଆ; ଯେ ଅଳ୍ପ ସମୟରେ କରାଯିବା କାମକୁ ବହୁ ସମୟରେ କରେ — ୧. Idle; show a person who does a little work in a long time; dilatory.
- ୨. କାର୍ଯ୍ୟ କରିବାକୁ ଅନିଚ୍ଛୁକ — ୨. Unwilling to work.