Jump to content

ମୁଶାବିଦା

ଉଇକିଅଭିଧାନ‌ରୁ

ମୁଶାବିଦା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚରିଆ) (ଫାରାସୀ - ମୁସୀବ୍ୱାଦା)

[ସମ୍ପାଦନା]

ଦଲୀଲ ଆଦିର ଚିଠା, ପାଣ୍ଡୁଲିପି, ଖସଡ଼ା. ମସୁଦା —Rough draft of a document.

[ଦ୍ରଷ୍ଟବ୍ୟ — କୌଣସି ଦଲୀଲ ଦସ୍ତାବିଜ ଲେଖା ହେବା ପୂର୍ବରୁ ତହିଁର ଗୋଟିଏ ମୁଶାବିଦା ଲେଖା ହୁଏ ଓ ତାହା ଆବଶ୍ୟକ ସ୍ଥଳରେ ସଂଶୋଧିତ ହେଲା ପରେ ଲେଖା ହେବା କାଗଜରେ ଗଢ଼ାଯାଏ ]