ମୁଶାହାବ୍
ବଡ଼ ଲୋକଙ୍କ ପାର୍ଶ୍ୱଚର ସ୍ତାବକ ବା ଖୋସାମୋଦକାରୀ ବା ବିଦୂଷକ ବ୍ୟକ୍ତି —Flatterer of an rich man; a hanger-on; to ady; a jester.
[ଉ—ଆଗରେ ସାତ ଜଣ ମୁସାହେବ ଭାବନାରେ ଭାବନାରେ ବସି ଢୋଳାଉ ଅଛନ୍ତି ଫକୀରମୋହନ. ଛମାଣଆଠଗୁଣ୍ଠ ]