ମୁଶ୍କିଆ
(ମୁଷ୍କିଆ—ଅନ୍ୟରୂପ)
ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତିର ପ୍ରାପ୍ୟ ଧନାଦିକୁ ବା ଋଣକୁ ଭୁରୁଡ଼ାଇ ଦିଏ ବା ନ ଦିଏ —(a person) Who defrauds a person of his dues.