ମୁଶ୍ମୁଶ୍
ଶୁଖିଲା ପତ୍ର ଆଦି ମକଚିଦେବା ଶବ୍ଦ —Sound of crushing of dry leaves.
[ଦ୍ରଷ୍ଟବ୍ୟ —ମସ୍ ମସ୍ ଶବ୍ଦଠାରୁ ମୁସ୍ ମୃଦୁତର ମଚ୍ ମଚ୍ ଶବ୍ଦଠାରୁ ମସ୍ ମସ୍ ମୃଦୁତର ମଚ୍ ମଚ୍ ଶବ୍ଦଠାରୁ ମୁଚ୍ ମୁଚ୍ ମୃଦୁକର ]