Jump to content

ମୁଷଳୀ

ଉଇକିଅଭିଧାନ‌ରୁ

ମୁଷଳୀ

ଉଚ୍ଚାରଣ

[ସମ୍ପାଦନା]

[ମୁଷ(ଶ,ସ)ଳିକା—ଅନ୍ୟରୂପ]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମୁଷଳ+ଅସ୍ତ୍ୟର୍ଥେ ଇନ୍)

[ସମ୍ପାଦନା]

ମୁଷଳ— ଧାରୀ —Armed with a mace.

ସଂସ୍କୃତ - ବି—[ମୁସ୍+କର୍ତ୍ତୃ. ଅଳ+ସ୍ତ୍ରୀ. ଈ]

[ସମ୍ପାଦନା]
୧. ବଳଦେବ — ୧. Baḻadeba.
୨. ଗୃହଗୋଧିକା, ଝିଟିପିଟି —୨. House-lizard.
୩. ତାଳମୂଳୀ [ଦେଖ] —୩. Tāḻamūḻī (See)