ମୁଷା (ଇତ୍ୟାଦି)
ଦେଖଣା
ମୁଷା (ଇତ୍ୟାଦି)
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ମୂଷିକ)
[ସମ୍ପାଦନା]ମୂଷା ଇତ୍ୟାଦି (ଦେଖ) - Mūshā etc (see)
ସଂସ୍କୃତ - ବି—(ମୁଷ୍ ଧାତୁ= ଚୋରି କରିବା+କରଣ. ଅ+ ଆ; ଯାହା ସାହାଯ୍ୟରେ ବଣିଆମାନେ ଚୋରି କରନ୍ତି)
[ସମ୍ପାଦନା]ଧାତୁ ଗଳିତ କରିବା ପାତ୍ର; କୋଇ —A crucible for melting metal.
ବୈଦେଶିକ - ବିଶେଷ୍ୟ - (ନାମ) (ଇଂରାଜୀ - ମୋସେସ୍; ଆରବୀ - ମୁଷା)
[ସମ୍ପାଦନା]ଇହୁଦୀମାନଙ୍କର ପ୍ରସିଦ୍ଧ ଧର୍ମବିଧି ପ୍ରଣେତା —Moses.
[ଦ୍ରଷ୍ଟବ୍ୟ —ଏ ଖ୍ରୀ. ପୂ ୧୫୭୧: ଅଦ୍ଦରେ ମିଶର ଦେଶରେ ଜନ୍ମ— ଗ୍ରହଣ କରିଥିଲେ ବାଇବଲ୍ର ଓଳ୍ଡ଼ ଟେଷ୍ଟାମେଣ୍ଟର ଏ
ଜଣେ ଧର୍ମପ୍ରବର୍ତ୍ତକ ଓ ହେବ୍ରୁ ଜାତୀୟ ଥିଲେ ଏ ଜଣେ ଈଶ୍ୱରପ୍ରେରିତ ଆଦର୍ଶ ପୁରୁଷ ବୋଲି ହେବ୍ରୁ, ଖ୍ରୀଷ୍ଟାନ୍ ଓ ମୁସଲମାନ୍ମାନେ ବିଶ୍ୱାସ କରନ୍ତି ମୁସଲମାନ୍ମାନେ ବିଶ୍ୱାସ କରନ୍ତି ଯେ ଏ ଇଶ୍ୱରଙ୍କ ସଙ୍ଗେ ବାକ୍ୟାଳାପ କରୁଥିଲେ ଏ ପାଞ୍ଚ ଖଣ୍ଡି ଗ୍ରନ୍ଥ ରଚନା କରିଥିଲେ ଏ 'ଇସ୍ରାଏଲ୍' ମାନଙ୍କୁ ମିଶର୍ ଦେଶର ବହିଃସ୍ଥ ନିରାପଦ ସ୍ଥାନକୁ ନେଇ ରଖାଇଥିଲେ ଆରବରେ ମୂଷା କୁଣ୍ଡ ଓ ଆମୁନ୍ ମୁଷ ନାମକ ଦୁଇଟି ପ୍ରସ୍ରବଣ ବର୍ତ୍ତମାନ ପର୍ଯ୍ୟନ୍ତ ମୁସଲମାନଙ୍କ ତୀର୍ଥରୂପେ ଆଦୃତ ବିଶ୍ୱକୋଷ ]