Jump to content

ମୁଷିତ

ଉଇକିଅଭିଧାନ‌ରୁ

ମୁଷିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ମୁଷ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଚୋରିତ; ଅପହୃତ — ୧. Stolen.
୨. ବଞ୍ଚିତ —୨. Defrauded.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଚୋରା ମାଲ (ବିଶ୍ୱକୋଷ) — Stolen property.