Jump to content

ମୁଷ୍କ

ଉଇକିଅଭିଧାନ‌ରୁ

ମୁଷ୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [ମୁଷ୍ ଧାତୁ=(ବୀର୍ଯ୍ୟ) ଚୋରି କରିବା+କର୍ତ୍ତୃ. ଅ]

[ସମ୍ପାଦନା]
୧. ଅଣ୍ଡକୋଷ —୧. Testicle; scrotum.
୨. ତସ୍କର; ଚୋର —୨. Thief; robber.
୩. ଘଣ୍ଟାପାଟଳୀ ଗଛ [ବିଶ୍ୱକୋଷ] —୩. Schrebera Swietenioides (tree).

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ମାସଂଳ [ହେମ ଚନ୍ଦ୍ର] —Fleshy.