ମୁଷ୍କକ
ଦେଖଣା
ମୁଷ୍କକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଷ୍କକ
|
ସଂସ୍କୃତ - ବିଶେଷ୍ୟ -[ମୁଷ୍କ+କ]
[ସମ୍ପାଦନା]ପଳାଶ ବୃକ୍ଷ ପରି ଏକ ପ୍ରକାର ବୃହତ୍ ବୃକ୍ଷ, ଏକ ପ୍ରକାର ପାଟଳୀ ଗଛ —Name of a tree; Schrebra Swieteniodes.
[ଦ୍ରଷ୍ଟବ୍ୟ —ଏହା ପଳାଶବତ୍ ପାର୍ବତ୍ୟ ବୃକ୍ଷ ଏଥିର ପତ୍ର ୩/୪: ଯୋଡ଼ା ପର୍ଣ୍ଣତ ସମଷ୍ଟି ଫୁଲ ଆପୀତ, ଖଦିର ବର୍ଣ୍ଣ ଓ ସୁଗନ୍ଧ ଫଳ ୩/୪: ଆଙ୍ଗୁଳ ଲମ୍ୱ ଘଣ୍ଟା ପରି ଏହା କଟ୍ୱାମ୍ଳ ରସ, ରେଚକ, ପାଚକ, କଫ ବାତ ଓ ବିଷନାଶକ ଏହା ମେଦୋରୋଗ, କଣ୍ଡୁ, କୃମି, ଓ ଶୁକ୍ରନାଶକ, ପୀହ୍ଲା ଓ ଉଦର— ରୋଗ ନାଶକ ]