Jump to content

ମୁଷ୍କବର୍ହ

ଉଇକିଅଭିଧାନ‌ରୁ

ମୁଷ୍କବର୍ହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ—(ମୁଷ୍କ+ଆ+ବୃହ୍ ଧାତୁ= ଉନ୍ନୂଳନ କରିବା+ କର୍ତ୍ତୃ. ଅ)

[ସମ୍ପାଦନା]

ଯେଉଁ ବ୍ୟକ୍ତି ଗବାଦି ଜୀବଙ୍କ ଆକ୍ତା ବା ଉନ୍ନୂଳିତକୋଷ କରେ (ବିଶ୍ୱକୋଷ. ଅଥର୍ବ ବେଦ) —A person who castrates or gelds animals.